Jump to content

ଭଗାରିତା

ଉଇକିଅଭିଧାନ‌ରୁ

ଭଗାରିତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭଗାରିପଣ —Rivalry; enmity.

[ଉ— ତୋହର ମୋହର ଭାଇ ଭଗାରିତା ଦୋଷ, ଆଜିଠାରୁ ଗଲାରେ ଅଧମ ପୁରୁଷ—କୃଷ୍ଣସିଂହ. ମହାଭାରତ. ବନ]