ଭଗିନୀ ପତି
(ଭଗ୍ନୀପତି—ଅନ୍ୟରୂପ)
ଆପଣାର ଭଗିନୀର ସ୍ୱାମୀ — One's sister's husband.
(ଏହାର ଅପଭ୍ରଂଶ —ଭିଣେଇ, ଭିଣୋଇ ଭେଣେଇ, ଭେଣେଇ)