ଭଗେଇବା
ଭଗେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଭଗା(ଗେ)ଇ ଦେବା, ଭାଗେଇବା, ଭାଗେଇ ଦେବାଅନ୍ୟରୂପ
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ହୁରୁଡ଼ାଇ ଦେବା —୧. To scare away.
- ୨. ତଡ଼ି ଦେବା — ୨. To drive away.
- ୩. ପଳାଇବାକୁ ବାଧ୍ୟ କରିବା —୩. To force a person to flee away.
- ୪. ଭଙ୍ଗାଇ ଦେବା; କୌଣସି ବ୍ୟକ୍ତିକୁ ଭୟ ଦେଖାଇ କୌଣସି ସ୍ଥାନରୁ ପଳାଇ ଯିବାକୁ ବାଧ୍ୟ କରିବା —୪. To cause a person to flee away from a place by scaring him or by threatening him.