ଭଗ୍ନକଣ୍ଠ

ଉଇକିଅଭିଧାନ‌ରୁ

ଭଗ୍ନକଣ୍ଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଗ୍ନକଣ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)[ସମ୍ପାଦନା]

ବିକୃତ ସ୍ୱର —Hoarse voice.

ବିଣପୁଲିଙ୍ଗ - (ବହୁବ୍ରୀହି)[ସମ୍ପାଦନା]

ଯାହାର ଗଳାର ସ୍ୱର ବିକୃତ ହୋଇଅଛି —Having a croaking or hoarse voicde.