Jump to content

ଭଗ୍ନାତ୍ମା

ଉଇକିଅଭିଧାନ‌ରୁ

ଭଗ୍ନାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ଭଗ୍ନ+ ଆତ୍ମନ୍; ଭଗ୍ମାତ୍ମନ୍ ଶଦ୍ଦ; ୧ମା ୧ବ.)

[ସମ୍ପାଦନା]

ଚନ୍ଦ୍ର —The moon.

[ଦ୍ରଷ୍ଟବ୍ୟ —ଗୁରୁପତ୍ନୀ ହରଣ କରିବାରୁ ଶିବ ଏହାଙ୍କୁ ତ୍ରିଶୂଳଦ୍ୱାରା ଦ୍ୱିଖଣ୍ଡିତ କରିଥିଲେ]