Jump to content

ଭଙ୍ଗାଇ କହିବା

ଉଇକିଅଭିଧାନ‌ରୁ

ଭଙ୍ଗାଇ କହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବୁଝାଇ ସୁଝାଇ କହିବା —To explain a matter in detail.

(ଉ—ଯେତେ ରୂପେ ଭଙ୍ଗାଇ କହିଲେ ହେଲେ ନୃପ ଦେବଯାନୀର କ୍ରୋଧ ବଢ଼ିଲା ଅମାପ କୃଷ୍ଣସିଂହ. ମହାଭାରତ. ଆଦି)