ଭଙ୍ଗା ଭଙ୍ଗା
ଦେଖଣା
ଭଙ୍ଗା ଭଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଙ୍ଗା ଭଙ୍ଗା
|
ଦେଶଜ - ବିଶେଷଣ - (ବହୁବଚନ)
[ସମ୍ପାଦନା]- ୧. ବିଶେଷ ଭାଙ୍ଗ ଥିବା; ବଙ୍କା ବଙ୍କା —୧. Having creases and bends.
- ୨. ଦଦରା —୨. Half-broken.
- ୩. ଅସ୍ଫୁଟ (ବାଳଭାଷା) —୩. Prattling [speech.]
- ୪. ଅସ୍ପଷ୍ଟ (କଥା) —୪. Indistinctly expressed; half-expressed [words].