Jump to content

ଭଙ୍ଗିତା

ଉଇକିଅଭିଧାନ‌ରୁ

ଭଙ୍ଗିତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭଙ୍ଗି; ଛବି; ରୂପ —Picture; form.

[ଉ— ଲଲାଟେ ଚନ୍ଦନ ଚିତା, ସିନ୍ଦୁରବିନ୍ଦୁ ଶୋଭିତା, ଇନ୍ଦୁ କୋଳେ କି ସବିତାଷ ଏହି ଭଙ୍ଗିତା ହେ ଭଞ୍ଜ. ବୈଦେହୀଶ ବିଳାସ]