Jump to content

ଭଙ୍ଗିମା

ଉଇକିଅଭିଧାନ‌ରୁ

ଭଙ୍ଗିମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ଭଙ୍ଗି+ଭାବାର୍ଥେ. ଇମନ୍; ଭଙ୍ଗିମନ୍. ୧ମା ୧ବଚନ)

[ସମ୍ପାଦନା]
୧. ଭଙ୍ଗି; ଛଟକ; ଛଇ —୧. Amusing deportment.
୨. ଶୋଭା; ସୌନ୍ଦର୍ଯ୍ୟ — ୨. Beauty; charm.
୩. ଢଙ୍ଗ —୩. Mode.

[ ଯଥା—ସେ ତିନି ଭଙ୍ଗିମାରେ ଠିଆ ହେଉଛି ]