ଭଙ୍ଗିମାନ୍

ଉଇକିଅଭିଧାନ‌ରୁ

ଭଙ୍ଗିମାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଭଙ୍ଗିମତୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଙ୍ଗି+ମତ୍ ଅସ୍ତ୍ୟର୍ଥେ; ୧ମା ୧ବଚନ)[ସମ୍ପାଦନା]

୧. ତରଙ୍ଗିତ —୧. Waving.
୨. ଭଙ୍ଗିମା; ଛଇଳ —୨. Assuming charming ways.
୩. କୌତୁକୀ —୩. Sport ful, wanton.