ଭଚକେଇବା
ଦେଖଣା
ଭଚକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଚକେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧମକାଇବା; ଭୟ ଦେଖାଇବା; ଭୀତଗ୍ରସ୍ତ କରାଇବା —୧. To threaten; to stun a person with fear; to terrify a person.
- ୨. ପଶ୍ଚା— ଦ୍ଧାବକକୁ ଏଡ଼ବା; ଭଚକା ମାରିବା —୨. To evade a chase.
- ୩. ଭଣ୍ଡାଇବା —୩. To put off a person on some excuse.