ଭଜନା

ଉଇକିଅଭିଧାନ‌ରୁ

ଭଜନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଏକ ପ୍ରାକର ଧାନ —A species of paddy.

ଦେଶଜ - ବିଶେଷଣ -[ସମ୍ପାଦନା]

ଭଜୁଥିବା —Worshipping.

(ଉ—ନମଭଜନା ଲୋକମାନେ, ବସନ୍ତି ଅର୍ଥବେଦ ଗ୍ରାମେ ପ୍ରାଚୀ. (ନିର୍ଗୁଣମାହାତ୍ମ୍ୟ)

ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ+ଭାବ. ଅନ+ଆ)[ସମ୍ପାଦନା]

ଭଜନ; ଆରାଧନା; ସେବା —Praying; worshipping.

ଦେଶଜ - ବିଶେଷ୍ୟ - (ଅନାଦରାର୍ଥକ)[ସମ୍ପାଦନା]

ଭଜନାନନ୍ଦର ଡାକ ନାମ — A name for calling Bhajanānanda.