ଭଜାଇ ଦେବା
ଦେଖଣା
ଭଜାଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଜାଇ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସାକ୍ଷାତ୍ ପ୍ରମାଣ ଦ୍ୱାର କୌଣସି ବିଷୟର ସତ୍ୟତା ପ୍ରତିପନ୍ନ କରାଇବା — ୧. To have the truth of a matter established by proof.
- ୨. ସମ୍ପୃକ୍ତ ବ୍ୟକ୍ତିର ଉପସ୍ଥିତି ଓ ଉକ୍ତିଦ୍ୱାରା କୌଣସି ବିଷୟର ସଭ୍ୟତା ବା ଅସତ୍ୟତା ପ୍ରମାଣ କରାଇବା —୨. To have a thing proved or disproved by confronting the person concerned.