ଭଜା ଖରଡ଼ା
ଦେଖଣା
ଭଜା ଖରଡ଼ା
ଉଚ୍ଚାରଣ
[ସମ୍ପାଦନା][ ଭଜା ସ(ସି)ନ୍ତୁ (ନ୍ତୋ)ଳା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଭଜା ଖରଡ଼ା
|
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]ଅଳ୍ପ ପାଣିରେ ଖରଡ଼ା ହୋଇ ତେଲ ବା ଘିଅରେ ଭଜା ହୋଇଥିବା ବ୍ୟଞ୍ଜନ —Curry; fried in ghee or oil after being boiled with a little water.