Jump to content

ଭଣିତି

ଉଇକିଅଭିଧାନ‌ରୁ

ଭଣିତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଣ୍ ଧାତୁ; ଭଣିତ)

[ସମ୍ପାଦନା]
୧. ପଦ୍ୟ ବା ଗୀତ ଶେଷରେ ରଚୟତାଙ୍କ ନାମ ଉଲ୍ଲେଖକ କରାଯିବା— ପଦ —୧. The concluding portion of a poem or song mantioning the name of
the composer.
୨. ଗଦ୍ୟ ଶେଷରେ କବିଙ୍କ ନାମୋଲ୍ଲେଖ —୨. Peroration of a song; the mentioning of the name of the composer of a song at its end.
୩. (ସଂସ୍କୃତ - ଭଣୟିତା) ଗୀତ ଶେଷରେ ଯାହାଙ୍କ ନାମ ରଚକ ବୋଲି ଲେଖା ଥାଏ —୩. The reputed or declared author of a song.

ଦେଶଜ - ବିଶେଷଣ - (ସଂସ୍କୃତ - ଭଣିତ)

[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କ ନାମରେ ଯେଉଁ ଗୀତର ଶେଷ ପଦ ରଚିତ ହୋଇଥାଏ —Concluded with the name of the reputed author.



ଭଣିତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭଣ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. କଥନ —୧. Speaking.
୨. ବାକ୍ୟ; କଥା —୨. Speech; word
୩. ଉଚ୍ଚାରଣ —୩. Utterance.