ଭଣ୍ଡାର
ଦେଖଣା
ଭଣ୍ଡାର
ଉଚ୍ଚାରଣ
[ସମ୍ପାଦନା]ଭଣ୍ଡୁର(ରା), ଭଣ୍ଡୁରୁ, ଭଣ୍ଡୋର(ରା)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭଣ୍ଡାର
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ପଣ୍ଡ, ସଂସ୍କୃତ - ଭଣ୍ଡ=ହାନି; କ୍ଷତି) —ପଣ୍ଡ, ନଷ୍ଟ, ବିଫଳ, ବିଗିଡ଼ିଥିବା —୧. Spoilt; baffled.
(ଯଥା— ବର୍ଷାଯୋଗୁଂ ଭୋଜୀ ଭଣ୍ଡର ହୋଇ— ଗଲା )
- ୨. (ସଂସ୍କୃତ - ଭଣ୍ଡ) ଲଜ୍ଜିତ —୨. Ashamed.
- ୩. ଲଜ୍ଜାଗ୍ରସ୍ଥ —୩. Put to shame.
- ୪. ହାସ୍ୟାସ୍ପଦ —୪. Ludicrous; ridiculous.
- ୫. ଯେ ଭଣ୍ଡାଏ; ପ୍ରତାରକ —୫. Fraudulent; deceitful; cheating.
- ୬. ପ୍ରତାରିତ —୬. Defrauded; cheated.
ଭଣ୍ଡାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଭଣ୍ଡାଗାର)
[ସମ୍ପାଦନା]- ୧. ଧନାଗାର —୧. Treasury.
- ୨. ଧନସଞ୍ଚୟ ସ୍ଥାନ —୨. A place where money is hoarded.
- ୩. କୌଣସି ଦ୍ରବ୍ୟ ବହୁ ପରିମାଣରେ ସଞ୍ଚିତ ହେବାର
ଆଗାର; ସରଘର —୩. A store house; a magazine.
[ଉ—ହେ ନୃପ ସବିତା ପଶି କବିତା ଭଣ୍ଡାରେ— ରାଧାନାଥ ମହାଯାତ୍ରା]
- ୪. ପୁଞ୍ଜୀ ; ସ୍ୱଞ୍ଚିତଧନ —୪. Fund.