ଭତ୍ତଡ଼ା

ଉଇକିଅଭିଧାନ‌ରୁ

ଭତ୍ତଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକ ଶ୍ରଣୀର ଓଡ଼ିଆ କୃଷକ —A class of Oriya peasants inhabiting the neghbouring tracts of Jeypore in Vizag and Bastar in C. P [their language Bhatri is a dialect of the Oriya language.]

[ଦ୍ରଷ୍ଟବ୍ୟ —ଏମାନେ ଜୟପୁର ଓ ବସ୍ତରର ସୀମା ସଂଲଗ୍ନ ମଲକାନଗିରି ଓ ନବରଙ୍ଗପୁର କୋଟଯାତ ଓ ଉମାର ପ୍ରଭୃତି ଅଞ୍ଚଳରେ ଦେଖାଯାନ୍ତି ବସ୍ତର ଅଞ୍ଚଳରେ ଏମାନଙ୍କ ଉତ୍ତର କହନ୍ତି ଏମାନଙ୍କର ଭାଖା ଉତ୍ତରୀ ବା ଭତଡ଼ୀ ]