ଭଦ୍ରକାଳୀ
ଦେଖଣା
ଭଦ୍ରକାଳୀ
(ଭଦ୍ରକାଳିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଦୁର୍ଗାଙ୍କ ମୂର୍ତ୍ତି ବିଶେଷ —୧. An incarnation of Durga.
[ଦ୍ରଷ୍ଟବ୍ୟ — ଏ ଦେବୀ କ୍ରୋଧରୁ ଉଦ୍ଭୂତ ହୋଇ ବୀରଭଦ୍ର ସହିତ ଦକ୍ଷଯଜ୍ଞ ନାଶ କରିଥିଲେ ଏହାଙ୍କର ୧୬:ଟି ହାତ ଥିବାର କଳ୍ପିତ ଓ ଏ କାର୍ତ୍ତିକେୟଙ୍କର ଏକମାତୃକା (ହିନ୍ଦୀ - ଶ) ]
- ୨. ଗନ୍ଧପ୍ରସାରିଣୀ; ପସାରୁଣୀ ଲତା (ଦେଖ) - (ହିନ୍ଦୀ - ଶ) —୨. Pasāruṇī (See).
- ୩. ନାଗର ମୁଥା (ହିନ୍ଦୀ - ଶ) —୩. A kind of grass root.