Jump to content

ଭଦ୍ରକାଳୀ

ଉଇକିଅଭିଧାନ‌ରୁ

ଭଦ୍ରକାଳୀ

ଓଡ଼ିଆ[ସମ୍ପାଦନା]

(ଭଦ୍ରକାଳିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ଦୁର୍ଗାଙ୍କ ମୂର୍ତ୍ତି ବିଶେଷ —୧. An incarnation of Durga.

[ଦ୍ରଷ୍ଟବ୍ୟ — ଏ ଦେବୀ କ୍ରୋଧରୁ ଉଦ୍ଭୂତ ହୋଇ ବୀରଭଦ୍ର ସହିତ ଦକ୍ଷଯଜ୍ଞ ନାଶ କରିଥିଲେ ଏହାଙ୍କର ୧୬:ଟି ହାତ ଥିବାର କଳ୍ପିତ ଓ ଏ କାର୍ତ୍ତିକେୟଙ୍କର ଏକମାତୃକା (ହିନ୍ଦୀ - ଶ) ]

୨. ଗନ୍ଧପ୍ରସାରିଣୀ; ପସାରୁଣୀ ଲତା (ଦେଖ) - (ହିନ୍ଦୀ - ଶ) —୨. Pasāruṇī (See).
୩. ନାଗର ମୁଥା (ହିନ୍ଦୀ - ଶ) —୩. A kind of grass root.