ଭବ
ଦେଖଣା
ଭବ:ଶିବ,ଶଙ୍କର
ଭବ ବିରଞ୍ଛି ଯାର ସେବା, ଭୟେ ଖଟନ୍ତି ସର୍ବ ଦେବା - ବଳରାମ ଦାସଭବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭୁ ଧାତୁ= ହେବା+ଭାବ. ଅ)
[ସମ୍ପାଦନା]- ୧. ସତ୍ତା; ସ୍ଥିତି — ୧. Exixtence.
- ୨. ଉତ୍ୱତ୍ତ —୨. Birth.
- ୩. ଲାଭ; ପ୍ରାପ୍ତି —୩. Gain; receipt; acquisition.
- ୪. ମଙ୍ଗଳ —୪. Weal; properity; welfare.
- ୫. ପ୍ରାଧ୍ୟାନ୍ୟ; ଶ୍ରେଷ୍ଠତା —୫. Excellence.
- ୬. (+ କର୍ତ୍ତୃ. ଅ)ଇହ ଲୋକ; ସଂସାର —୬. The world.
- ୭. ଭଗବାନ୍; ଈଶ୍ୱର —୭. God.
- ୮. ମହାଦେବ; ଶିବ — ୮. Ṡiba
- ୯. ଶିବଙ୍କର ଜଳମୂର୍ତ୍ତି; ଜଳମୂର୍ତ୍ତି ଶିବ— (ଜଳରୁ ସଂସାରର ଉତ୍ପତ୍ତ) —୯. One of the ୮ forms of Ṡiba (the from of water).
- ୧. ଭବ୍ୟ; ଓଉ ଫଳ —୧୦. An acid fruit; Dilenia Indica.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଭଗ)
[ସମ୍ପାଦନା]ଯୋନି — Vagina.