ଭବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଭବ:ଶିବ,ଶଙ୍କର

ଭବ ବିରଞ୍ଛି ଯାର ସେବା,
ଭୟେ ଖଟନ୍ତି ସର୍ବ ଦେବା - ବଳରାମ ଦାସଭବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଭୁ ଧାତୁ= ହେବା+ଭାବ. ଅ)[ସମ୍ପାଦନା]

୧. ସତ୍ତା; ସ୍ଥିତି — ୧. Exixtence.
୨. ଉତ୍ୱତ୍ତ —୨. Birth.
୩. ଲାଭ; ପ୍ରାପ୍ତି —୩. Gain; receipt; acquisition.
୪. ମଙ୍ଗଳ —୪. Weal; properity; welfare.
୫. ପ୍ରାଧ୍ୟାନ୍ୟ; ଶ୍ରେଷ୍ଠତା —୫. Excellence.
୬. (+ କର୍ତ୍ତୃ. ଅ)ଇହ ଲୋକ; ସଂସାର —୬. The world.
୭. ଭଗବାନ୍; ଈଶ୍ୱର —୭. God.
୮. ମହାଦେବ; ଶିବ — ୮. Ṡiba
୯. ଶିବଙ୍କର ଜଳମୂର୍ତ୍ତି; ଜଳମୂର୍ତ୍ତି ଶିବ— (ଜଳରୁ ସଂସାରର ଉତ୍ପତ୍ତ) —୯. One of the ୮ forms of Ṡiba (the from of water).
୧. ଭବ୍ୟ; ଓଉ ଫଳ —୧୦. An acid fruit; Dilenia Indica.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଭଗ)[ସମ୍ପାଦନା]

ଯୋନି — Vagina.