ଭରଣୀ
ଦେଖଣା
ଭରଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭରଣ+ଈ)
[ସମ୍ପାଦନା]ଦ୍ୱିଜା ନକ୍ଷତ୍ର; ସପ୍ତବିଂଶତି ନକ୍ଷତ୍ର ମଧ୍ୟରୁ ୩ଗୋଟିତାରକାଯୁକ୍ତ ତ୍ରିକୋଣାକାର ନକ୍ଷତ୍ର ବିଶେଷ; ୨ୟ ନକ୍ଷତ୍ର —The ୨nd asterism.
(ନକ୍ଷତ୍ର ତଳେ ଟିକା ଦେଖ)
ପ୍ରାଦେଶିକ - (ସୋନପୁର) ବିଶେଷ୍ୟ -
[ସମ୍ପାଦନା]ଆଶ୍ୱିତ ପର୍ବତରେ ସମଲାଈ ଠାକୁରାଣୀଙ୍କୁ ଉଭା ପାଇଁ ବଜା ଯିବା ଚେପଟା ଢ଼ୋଲର ଉକୁଟ ଓ ଛିଣ୍ଡ଼ାଣ ଅନୁସାରେ ଏକ ଥର ବାଦନ —
The cadenced beating or fanfare of flat drums according to a fixed tune in order to make Samal&aline;i̱ Ṭhākurāṇ ī possess of a person.
[ଦ୍ରଷ୍ଟବ୍ୟ —ଏହିପରି ଷୋଳ ଭରଣୀ ପୂର୍ଣ୍ଣ ହେଲେ ଠାକୁରାଣୀ କାଳିଶୀଠାରେ ଉଭା ହୁଅନ୍ତି]
ପ୍ରାଦେଶିକ - (ଗଞ୍ଜାମ)
[ସମ୍ପାଦନା]ଫରୁଆ —A gallipot.