ଭରଥ ପୁର

ଉଇକିଅଭିଧାନ‌ରୁ

ଭରଥ ପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ରାଜାପୁତାନା ଅନ୍ତର୍ଗତ ରାଜ୍ୟବିଶେଷ — A state in Rajputana.

[ଦ୍ରଷ୍ଟବ୍ୟ —ଏଠାରେ ରାଜା ଜାଠବଂଶୀୟ ଭରଥ ପୁର ଦୁର୍ଗ ନିର୍ମାଣ କୌଶଳ ଯୋଗୁଁ ଅଭେଦ୍ୟ ଓ ଅଜେୟ ବୋଲି ଖ୍ୟାତିଲାଭ କରିଥିଲା ଏଠାରେ ଅନେକ ହିନ୍ଦୁ ଦେବ ଦେବୀଙ୍କର ମନ୍ଦିର ଅଛି ଏଠାରେ ଅନେକ ହିନ୍ଦୁ ଦେବଦେବୀଙ୍କର ମନ୍ଦିର ଅଛି ମଦନମୋହନ, ତୀର୍ଥଦର୍ଶନ]