ଭରିତ

ଉଇକିଅଭିଧାନ‌ରୁ

ଭରିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. (ଭୃ ଧାତୁ+କର୍ମ ତ)—ପୂରିତ; ପୂର୍ଣ୍ଣ — ୧. Filled up; full.
୨. ପ୍ରତିପାଳିତ; ପୋଷିତ — ୨. Nourished; maintained.
୩. (+ କର୍ତ୍ତୃ ତ) ହରିଦ୍ଦର୍ଣ୍ଣ; ସବୁଜ ରଙ୍ଗ —୩. Green.
୪. (ଭର+ ବିଶିଷ୍ଟାର୍ଥେ ଇତ) ଭର ବିଶିଷ୍ଟ —୪. Supported; propped up.