ଭର୍ତ୍ସନା

ଉଇକିଅଭିଧାନ‌ରୁ

ଭର୍ତ୍ସନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭର୍ତ୍ସ ଧାତୁ+ଭାବ. ଅନ; +ଆ)[ସମ୍ପାଦନା]

୧. ଗାଳିଦେବା ୧. Rebuking; scolding.
୨. ତିରସ୍କାର; ଗାଳି —୨. Absue; evil names.
୩. କୁସ୍ଥା —୩. Slander; blasphemy.
୪. ତର୍ଜନ; ଧମକ — ୪. Threat; menace.