ଭସାଣି
ଦେଖଣା
ଭସାଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭସାଣି
|
ଦେଶଜ - ବିଶେଷଣ -
[ସମ୍ପାଦନା]ଭାସି ଆସୁଥିବା —Floating.
(ଉ—ଭସାଣି ଜାହାଜଟାକୁ ବାଟରେ ଓଗାଳି ରଖିବେ ଫକୀରମୋହନ ଗଳ୍ପସ୍ୱଳ୍ପ)
ଦେଶଜ - ବି
[ସମ୍ପାଦନା]ନଈ ବଢ଼ିରେ ବା ସମୁଦ୍ରରେ ଭାସି ଆସୁଥିବା ବସ୍ତୁ — Flotsam; things found floating on the water of a river of sea.