ଭାଇ ଦେବା

ଉଇକିଅଭିଧାନ‌ରୁ

ଭାଇ ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ହାଟୁଆ ପାଟକ ଓ ପାଣ କଣ୍ଡରାଙ୍କ ସମାଜରେ କୌଣସି ଲୋକ ମରିଗଲେ ତାହାର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଜାତି ଭାଈମାନଙ୍କ ପକ୍ଷରୁ ପ୍ରତିନିଧିସ୍ୱରୂପ ଜଣେ ଭାଇକୁ ପଠାଇବା [ଦ୍ରଷ୍ଟବ୍ୟ —ଜାତି ବେହେରାଠାରେ ଦେବା ଭାର ନ୍ୟସ୍ତ ଥାଏ] (the headman of a caste-guild) To depute a representative to attend the funeral of a deceased casteman.