Jump to content

ଭାଉଜ

ଉଇକିଅଭିଧାନ‌ରୁ

ଭାଉଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଭ୍ରାତୃଜାୟା; ପ୍ରା. ଭାଉଜାଆ)

[ସମ୍ପାଦନା]
୧. ଭ୍ରାତୃଜାୟା; ବ଼ଡ଼ଭାଇଙ୍କ ସ୍ତ୍ରୀ —୧. The wife of a man's elder brother.
୨. କୌଣସି ସ୍ତ୍ରୀର ବଡ଼ ଭାଇର ବା ସାନ ଭାଇର ସ୍ତ୍ରୀ —୨. The wife of a woman's elder or younger brother.