ଭାଖା
ଭାଖା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ହିନ୍ଦୀରେ ଷ ସ୍ଥାନରେ ଖ ଉଚ୍ଚାରଣରୁ ଅନୁକୃତ)[ସମ୍ପାଦନା]
- ୧. ମନର ଭାବକୁ ମୁହଁଦ୍ୱାରା ପ୍ରକାଶ କରିବା —୧. Form assumed by a thought when expressed in speech.
- ୨. ଭାଷା — ୨. Language.
(ଉ—ଅତି ଯତନେ ପା଼ଟ ମୁଦି ଥୋଇଲା. କହି ମଧୁର ମୃଦୁ ଭାଖା ଶିଶୁଶଙ୍କର ଉଷା ଅଭିଳାଷ)
- ୩. କୌଣସି ଦେଶରେ କୁହାଯାଉ ଥିବା ଭାଷା —୩. The varnacular language of a country.
- ୪. ମୁହଁର କଥା — ୪. Speech.
(ଉ— ଏକ ଲେଖାକୁ ସହସ୍ରେ ଭାଷା ସରି ନୁହେଁ ଢ଼ଗ)
- ୫. ବାକ୍ୟ —୫. Words.
- ୬. ପ୍ରାଦେଶିକ ଭାଷା; ଉପଭାଷା; ଏକ ଭାଷାର ଦେଶାଂଶ ପ୍ରଚଳିତ ଆକାର; ସ୍ଥାନୀୟ ବୋଲି —୬. Dialect; dialectical form of a language.
(ଉ—ନଈକେ ବାଙ୍କା, ଦେଶକେ ଭାଷା ଢ଼ଗ)
ବିଶେଷଣ -[ସମ୍ପାଦନା]
କଥିତ —Spoken; uttred.
[ଦ୍ରଷ୍ଟବ୍ୟ — ଉତ୍ତର ଭାରତରେ ମୁର୍ଦ୍ଧନ୍ୟ 'ଷ'କୁ 'ଖ' ପରି ଉଚ୍ଚାରଣ କରନ୍ତି; ଯଥା—ପାଷାଣ=ପାଖାନ, ପାଷାଣ୍ଡ=ପାଖଣ୍ଡ ବରଷା=ବରଖା, ଏସମ୍ପର୍କରେ ସଂସ୍କୃତ - 'କ୍ଷ' (କ+ଷ) ପ୍ରା 'କ୍ଖ' (କ+ଖ) ସଙ୍ଗେ ତୁଳନୀୟ; ଯଥା—ସଂସ୍କୃତ - କକ୍ଷ=ପ୍ରା କକ୍ଖ,ସଂ ଅକ୍ଷର= ପ୍ରା. ଅକ୍ଖର , ସଂସ୍କୃତ - ଅକ୍ଷି= ପ୍ରା. ଅକ୍ଖି]