ଭାଞ୍ଜିବା

ଉଇକିଅଭିଧାନ‌ରୁ

ଭାଞ୍ଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଭନଜ ଧାତୁ)—(ସକର୍ମକ)[ସମ୍ପାଦନା]

୧. ଭାଙ୍ଗିବା — ୧. To break into pieces.

(ଉ—ବୃକ୍ଷ ସ୍ଥାପିବା ସିନା କର୍ମ, ଭାଞ୍ଜିବା ଅତିହିଁ ଅଧର୍ମ ଭୂପତି. ପ୍ରେମପଞ୍ଚାମୃତ)

୨. ଲୁଗା ଆଦି ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା —୨. To fold (cloth etc).
୩. (ଅକର୍ମକ) ପଳାଇବା —୩. To flee away.

(ଉ—ଶୁକ୍ରର ତେଜ ଯଜ୍ଞ ବଳେ, ଭୟେ ଭାଞ୍ଜିଲେ ଦିଗ— ପାଳେ ଜଗନ୍ନାଥ. ଭାଗବତ)