Jump to content

ଭାତୁଆଣି

ଉଇକିଅଭିଧାନ‌ରୁ

ଭାତୁଆଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାତ ରନ୍ଧା ହେବା ପାଇଁ ପାକ ପାତ୍ରରେ ଯେଉଁ ଜଳ ଫୁଟୁଥାଏ —Water boiling in the cooking pot for boiled rice.

(ଉ—ପୁଣି ଆର ଗରିଆରେ ଭାତୁଆଣି ଦେଇ, କଞ୍ଚାଳିଆ କାଠ ନେଇ ଚୁଲିକି ଫିଙ୍ଗଇ—ପ୍ରାଚୀ. ନଳଚରିତ)