ଭାର

ଉଇକିଅଭିଧାନ‌ରୁ

ଭାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ=ଧାରଣ କରିବା+ଭାବ. ଅ)[ସମ୍ପାଦନା]

୧. ଗୁରୁତ୍ୱ; ଓଜନ —୧. Weight; heaviness.
୨. କ୍ରୋଧ ବା ଅଭିମାନ ଜନିତ ଗାମ୍ଭାର୍ଯ୍ୟ —୨. Sullenness due to anger or displeasure.
୩. (+କର୍ମ. ଅ) ରାଶି; ସମୂହ —୩. Multitude.
୪. ବୋଝ — ୪. load.
୫. ଦାୟିତ୍ୱ —୫. Responsibility; charge.
୬. (+କରଣ. ଅ) ପରିମାଣ ବିଶେଷ —୬. A standard of weight.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନିର୍ଭରତା —୧. Dependence.
୨. ବାହୁଙ୍ଗିର ଦୁଇ ପାଖରେ ଝୁଲା ହୋଇ ଏକ ସଙ୍ଗେ କୁହାଯିବା ଦୁଇଟି ବୋଝ —୨. Two loads carried on one shoulder by means of a yoke.
୩. ଶିକା ଓ ବାହୁଙ୍ଗି —୩. A Banghy and its ୨ scales.
୪. ଜଣେ ଲୋକର ବାହୁଙ୍ଗିରେ ବୋହି ପାରିବା ପଦାର୍ଥର ପରିମାଣ —୪. As much as can be carried by a person on the shoulder by means of a yoke.

[ଦ୍ରଷ୍ଟବ୍ୟ —ବୋଝ ଗୋଟିକିଆ ଏବଂ ତାହା ମୁଣ୍ଡରେ ବା ପିଠିରେ ବୁହାଯାଏ ଭାର ଯୋଡ଼ିକିଆ ଏବଂ ତାହା ବାହୁଙ୍ଗିର ଦୁଇ ପାଖରେ ଝୁଲୁଥିବା ଶିକାଦ୍ୱାରା ବୁହାଯାଏ ଭାରର ଦୁଇ ପାଖର ପ୍ରତ୍ୟେକ ବୋଝକୁ ଅଙ୍ଗା ବୋଲାଯାଏ]

୫. ବନ୍ଧୁ ବାନ୍ଧବଙ୍କୁ ଭାରଦ୍ୱାରା ପଠାଯିବା ଉପଢ଼ୌକନ —୫. Presents sent to relatives (and generally carried by yokes).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଭାରି —୧. Heavy.
୨. କଷ୍ଟକର; ଚିନ୍ତା; ଖଠିନ —୨. Difficult.