ଭାରତ ଗୌରବ
ଭାରତ ରବି, ବାରତ ଚନ୍ଦ୍ର, ଭାରତଚନ୍ଦ୍ରମା, ଭାରତରତ୍ନଅନ୍ୟରୂପ
ଭାରତବର୍ଷର ଗୌରବ ବା ମର୍ଯ୍ୟାଦାବୃଦ୍ଧିକାରୀ ବ୍ୟକ୍ତି — (a person) Who is an ornament to India.
ଭାରତର ଶ୍ରେଷ୍ଠ ସନ୍ତାନ —An eminent Indian.