ଭାସିବା

ଉଇକିଅଭିଧାନ‌ରୁ

ଭାସିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଭାସ୍ ଧାତୁ)[ସମ୍ପାଦନା]

୧. ଜଳ ବା ବାୟୁ ଉପରେ ଅବସ୍ଥିତ କରିବା —୧. To float on water or air.
୨. ବିପନ୍ନ ହେବା; ସର୍ବସ୍ୱାନ୍ତ ହେବା — ୨. To be ruined; to be overwhelmed with calamity.
୩. ପ୍ଳାବିତ ହେବା; ଜଳପୂର୍ଣ୍ଣ ହେବା —୩. To be overflooded; to be flooded with water.

[ଯଥା—ଏ ଦେଶ ଯାକ ନଈବଢ଼ିରେ ଭାସୁଛି; ତା ଆଖି ଲୁହରେ ଭାସୁଛି)

ପ୍ରାଦେଶିକ - (ବୌଦେ, କଳାହାଣ୍ଡି, ଗଡ଼ଜାତ)କ୍ରିୟାପଦ -[ସମ୍ପାଦନା]

ପଙ୍କ ଓ ବାଲି ଆଦିରେ ଗୋଡ଼ ଦବିଯିବା (foot) To sink in mud-

(ଯଥା—ପଙ୍କରେ ମୋ ଗୋଡ଼ଟା ଭାସିଗଲା)