ଭିକାରି
ଦେଖଣା
ଭିକାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଭିକା(ଖା)ରୁଣୀ—ସ୍ତ୍ରୀ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଭିକ୍ଷାକାରୀ)
[ସମ୍ପାଦନା]- ୧. ଭିକ୍ଷୂକ — ୧. Beggar.
- ୨. ଅପର୍ତ୍ତିଆଣୀ ବ୍ୟକ୍ତିର ନାମ —୨. A name given to persons whose elder brothers or sisters died before his birth.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଭିକ୍ଷାଜୀବୀ —୧. Living on alms.
(ଉ—ବିରୁପରେ ଭିକାରି ବ୍ରାହ୍ମଣ ରଜାର କୃଷ୍ଣସିଂହ. ମହାଭାରତ. ଆଦି)
- ୨. ପ୍ରାର୍ଥୀ —୨. Supplicant.
(ଉ—ତୋଳିଗଛ ନିଜ ଧ୍ୱଜ ରାଠୋର ପାଂଶୁକ, ଜୟଚନ୍ଦ୍ର ଯବନର ପ୍ରସାଦ ଭିକାରୀ ରାଧାନାଥ. ମହାଯାତ୍ରା)