ଭିଡ଼
ଦେଖଣା
ଭିଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭିଡ଼
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହୁଳ; କିମ୍ୱା ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଜନତା; ଲୋକ ଗହଳି —୧. Crowd; rush of people at a place.
- ୨. ଭିଡ଼ିବା ବା ଟାଣିବା ଅବସ୍ଥା; ଟାଣାଟଣି —୨. The act of drawing tightly.
- ୩. ଚାପ; ନିର୍ବନ୍ଧ —୩. Pressure.
- ୪. କାର୍ଯ୍ୟର ଚାପ ବା ଆଧିକ୍ୟ —୪. Pressure of work.
- ୫. କଷ୍ଟ; ଦୁଃଖ —୫. Difficulty; trouble.
- ୬. ବାଡ଼ ଜାଲର ଗୋଟିଏ ଖଣ୍ଡ —୬. One component piece of a big net.
[ ଦ୍ର—ଗଭୀର ଜଳାଶୟରେ ମାଛ ମାରିବା ପାଇଁ ଅନେକଗୁଡ଼ିଏ ଜାଲର ଭିଡ଼ମାନଙ୍କୁ ଗଇଁଠାଇ ଆବଶ୍ୟକମତେ ଜାଲକୁ ଲମ୍ୱା କରାଯାଏ ]
ଦେଶଜ - ବିଶେଷଣ -
[ସମ୍ପାଦନା]ଚୁସ୍ତ୍; କସାକସ୍ —Tight.