ଭିତର୍

ଉଇକିଅଭିଧାନ‌ରୁ

ଭିତର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବିପରୀତ—ବାହାର)

=== ଦେଶଜ - ବି—(ସଂସ୍କୃତ - ଅଭ୍ୟନ୍ତର)

ଅଭ୍ୟନ୍ତର; ଅନ୍ତଃସ୍ଥଳ —୧. Inside; interior.

୨. ମଧ୍ୟ —୨. Midst; the middle.
୩. ଉଆସ; ଅନ୍ତଃପୁର —୩. Harem; female apartments

(ଉ—ସେ ଲୋକ ଅଜ୍ଞା ମାନି ଯାଇ ଭିତରକୁ, ବୁଝି ଆସି ଲୋକ କହିଲା ନୃପତି ତିଳକଙ୍କୁ କୃଷ୍ଣସିଂହ, ମହାଭାରତ. ବନ)

୪. ମନ; ଅନ୍ତଃକରଣ; ହୃଦୟ —୪. Heart; mind.

(ଉ ଗୋଳି ଦେଲା ମୋର ବାହାର ଭିତର କବିସୂର୍ଯ୍ୟ କିଶୋରୀ ଚମ୍ପୂ ଗ ଗୀତ; କଥା କହୁ ଥାଏ ଭରମକୁ, ଚଲିଯାଉଥାଏ ସରମକୁ, ଭିତରେ ଭିତରେ ଯାହା ହଉଥିଏ. ସାଖୀ ଦଉଥାଏ ଧରମକୁ ଢଗ)

୫. ଆନ୍ତରିକ ଇଚ୍ଛା — ୫. Inward wish.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଅଭ୍ୟନ୍ତରୀଣ; ଅଭ୍ୟନ୍ତରରେ ଅବସ୍ଥିତ (ଯଥା—ଭିତରଅଗଣା) — ୧. Internal.
୨. ଗୁପ୍ତ —୨. Secret.
୩. ଆନ୍ତରିକ; ମାନସିକ —୩. Mentel.

(ଉ—କରନ୍ତି ଅଙ୍ଗେ ଅନେକ ଛାପ, କେହି ନା ଜାଣେ ଭିତର ସାପ ଦୀନକୃଷ୍ଣ. ରସ— କଲ୍ଲୋଳ)

୪. ଦୁଇର ମଧ୍ୟୂବର୍ତ୍ତୀ —୪. Placed or situated between two ; interlocated.