ଭିଲେଜ୍ ରେଟ୍
ଦେଖଣା
ଭିଲେଜ୍ ରେଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ସଂଟଲମେଣ୍ଟରେ ବ୍ୟବହୃତ ଶଦ୍ଦ) (ଇଂରାଜୀ - ଭିଲ୍ଲେଜ ରେଟ)
[ସମ୍ପାଦନା]ପ୍ରତି ଗ୍ରାମରେ ଥିବା ଭିନ୍ନ ଭିନ୍ନ ଶ୍ରେଣୀର ବା କିସମର ଜମିମାନଙ୍କ ଉପରେ ନିର୍ଦ୍ଧାରିତ ଭିନ୍ନ ଭିନ୍ନ ରାଜସ୍ୱ ରେଟର ହାରାହାରି ହିସାବରେ ମାଣ ପ୍ରତି ଯେତେ ଖଜଣା ପଡେ —Village rate; the mean rate of rent for an acre of land in a village, calculated from the different rates prevalent in the mouza.