ଭୁଇଁ ଅଅଁଳା
ଦେଖଣା
ଭୁଇଁ ଅଅଁଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୁଇଁ ଅଅଁଳା
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୁମ୍ୟାମଳକୀ; ବର୍ଷାଯୁଃ କ୍ଷୁଦ୍ର ଶାକବିଶେଷ,
(ପତ୍ର ଓ ଫୁଲ ଛୋଟ ଅଅଁଳା ଆକାରବିଶିଷ୍ଟ) —A herb Phyllanthus Niruri
[ଦ୍ରଷ୍ଟବ୍ୟ — ଏହା ବର୍ଷାଦିନେ ଶୀତଳ ସ୍ଥାନରେ ଜନ୍ମେ; ଗୋଟିଏ ଡେମ୍ପରେ ଦୁଇଟି ପତ୍ର ଥାଏ ପତ୍ର ମୂଳରେ ଅତି ଛୋଟ ଫୁଲ ଧରେ ଓ ଫୁଲରୁ ସୋରିଷ ପରି ଫଳ ଧରେ ବୈଦ୍ୟକ ମତରେ ଏହା ବାୟୁବର୍ଦ୍ଧକ ଓ ଶୀତବୀର୍ଯ୍ୟ ଏହା ପିପାସା, କାସ, ରକ୍ତପିତ୍ତ, କଫ, କଣ୍ଡୁ ଓ କ୍ଷତନାଶକ; (ଦ୍ରବ୍ୟଗୁଣ) ଏହା ବାତକାରକ ଓ ଦାନନାଶକ—ହିନ୍ଦୀ - ଶ ]