Jump to content

ଭୁକିବା

ଉଇକିଅଭିଧାନ‌ରୁ

ଭୁକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବୁକ୍କ୍ ଧାତୁ)[ସମ୍ପାଦନା]

୧. (କୁକ୍କୁରଆଦି) ରଡ଼ି କରିବା —୧. To bark (said of dogs)
୨. ପାଟି କରି ରଡ଼ି କରିବା — ୨. To make a loud sound with the mouth.
୩. (ସଂସ୍କୃତ - ଫୁଟ ଧାତୁ) ଭେଦ କରିବା; ପ୍ରବେଶ କରିବା (ଯଥା ଗୋଡ଼ରେ କଣ୍ଟା ଭୁକିବା) —୩. To enter in to a thing by piercing; to penetrate.



ଭୁକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଭୁଜ ଧାତୁ)[ସମ୍ପାଦନା]

୧. ଭୋଗ କରିବା — ୧. To enjoy.
୨. ମେଳ ଖାଇବା —୨. To coincide with; to tally with.
୩. ଖାପ ଖାଇବା —୩. To fit in.