Jump to content

ଭୁଞ୍ଜକ୍ ପୂରେଈ

ଉଇକିଅଭିଧାନ‌ରୁ

ଭୁଞ୍ଜକ୍ ପୂରେଈ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ - ଓ ବିଶେଷ୍ୟ - ସ୍ତ୍ରୀ (ଗାଳିରେ ବ୍ୟବହୃତ)

[ସମ୍ପାଦନା]

ବିଟପୀ; ଯେଉଁ ସ୍ତ୍ରୀ ପର— ପୁରୁଷମାନଙ୍କୁ ଆପଣା ଘରକୁ ଡ଼ାକିଆଣି କାମବୃତ୍ତି ଚରିତାର୍ଥ କରାଏ — Adulterous (woman); a woman who invites paramours to and entertains them in her house.