ଭୁଟାନ୍
ଦେଖଣା
ଭୁଟାନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ) (ସଂସ୍କୃତ - ଭୋଟ; ଭୋଟାଙ୍ଗ)
[ସମ୍ପାଦନା]ଭୋଟାନ୍; ହିମାଳୟ ସଂଲଗ୍ନ ଦେଶୀୟ ରାଜ୍ୟବିଶେଷ — Name of a native state near Napal in Indian; Bhutan.
[ଦ୍ରଷ୍ଟବ୍ୟ — ଏ ପାର୍ବତ୍ୟ ରାଜ୍ୟ ସିକିମର ପୂର୍ବ ଓ ଆସାମର ଉତ୍ତରରେ ଅବସ୍ଥିତ ଏଥିରେ ଅଧିବାସୀମାନେ ଖୁବ୍ ପରିଶ୍ରମୀ ଓ ଭାରସହ ଓ ପର୍ବତାରୋହଣକ୍ଷମ ଅଟନ୍ତି ଏ ଦେଶର ଘୋ଼ଡ଼ା ଉତ୍କୃଷ୍ଟ]