ଭୁବନ
ଦେଖଣା
ଭୁବନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭୁବନା, ଭୁବନିଅନାଦରାର୍ଥକ
ସଂସ୍କୃତ - ବିଶେଷ୍ୟ - (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ)
[ସମ୍ପାଦନା]- ୧. ସପ୍ତସ୍ୱର୍ଗ ଓ ସପ୍ତପାତାଳ ସମନ୍ୱିତ ବିଶ୍ୱ —୧. The universe; the creation consisition of seven upper and seven nether worlds.
[ଦ୍ରଷ୍ଟବ୍ୟ — ସପ୍ତସ୍ୱର୍ଗ—ଭୂ, ଭୁବ, ସ୍ୱ, ମହ, ଜନ, ତପ, ସତ୍ୟ ସପ୍ତପାତାଳ—ଅତଳ, ବିତଳ ସୁତଳ, ତଳ, ତଳାତଳ , ରସତଳ, ପାତାଳ]
- ୨. ପୃଥିବୀ —୨. The earth.
- ୩. ଦେଶ —୩. Country; region.
- ୪. ବାସସ୍ଥାନ; ଘର —୪. Residance; house.
- ୫. ଜଳ —୫. Water.
- ୬. ଏକକଡ଼ା କଉଡ଼ିର ଚଉଦ ଭାଗର ଏକ ଭାଗ —୬. One fourteenth of a cowri
- ୭. ଜୀବ —୭. A being; a living creature properous. (Apte).
- ୮. ବିଭବଶାଲ ହେବା —୮. Becoming properous (Apte).
ଦେଶଜ - ବିଶେଷ୍ୟ - ନାମ
[ସମ୍ପାଦନା]ଭୁବନେଶ୍ୱର ବା ଭୁବନାନନ୍ଦ ନାମକ ବ୍ୟକ୍ତିର ଡାକ ନାମ —A name for calling people named Bhubaneṡwara and Bhubanānanda.