Jump to content

ଭୁବନ

ଉଇକିଅଭିଧାନ‌ରୁ

ଭୁବନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଭୁବନା, ଭୁବନିଅନାଦରାର୍ଥକ

ସଂସ୍କୃତ - ବିଶେଷ୍ୟ - (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ)

[ସମ୍ପାଦନା]
୧. ସପ୍ତସ୍ୱର୍ଗ ଓ ସପ୍ତପାତାଳ ସମନ୍ୱିତ ବିଶ୍ୱ —୧. The universe; the creation consisition of seven upper and seven nether worlds.

[ଦ୍ରଷ୍ଟବ୍ୟ — ସପ୍ତସ୍ୱର୍ଗ—ଭୂ, ଭୁବ, ସ୍ୱ, ମହ, ଜନ, ତପ, ସତ୍ୟ ସପ୍ତପାତାଳ—ଅତଳ, ବିତଳ ସୁତଳ, ତଳ, ତଳାତଳ , ରସତଳ, ପାତାଳ]

୨. ପୃଥିବୀ —୨. The earth.
୩. ଦେଶ —୩. Country; region.
୪. ବାସସ୍ଥାନ; ଘର —୪. Residance; house.
୫. ଜଳ —୫. Water.
୬. ଏକକଡ଼ା କଉଡ଼ିର ଚଉଦ ଭାଗର ଏକ ଭାଗ —୬. One fourteenth of a cowri
୭. ଜୀବ —୭. A being; a living creature properous. (Apte).
୮. ବିଭବଶାଲ ହେବା —୮. Becoming properous (Apte).

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]

ଭୁବନେଶ୍ୱର ବା ଭୁବନାନନ୍ଦ ନାମକ ବ୍ୟକ୍ତିର ଡାକ ନାମ —A name for calling people named Bhubaneṡwara and Bhubanānanda.