ଭୁବି

ଉଇକିଅଭିଧାନ‌ରୁ

ଭୁବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଭୁବି= ପୃଥିବୀରେ)[ସମ୍ପାଦନା]

ପୃଥିବୀ —The world; the earth.

(ଉ— ଦିବିରେ ନାହିଁ ଭୁବିରେ କାହିଁ ଅଛି ନନ୍ଦନୀ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ)