Jump to content

ଭୁଲିବା

ଉଇକିଅଭିଧାନ‌ରୁ

ଭୁଲିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଭୁଲିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭ୍ରମ କରିବା —୧. To commit mistake.
୨. ବିସ୍ତୃତ ହେବା; ପାସୋରିବା — ୨. To forget.
୩. ମୁଗ୍ଧ ହେବା —୩. To be fascinated.
୪. ପର କଥାରେ ଠକି ଯିବା —୪. To be beguiled.