ଭୂପତି ପଣ୍ଡିତ

ଉଇକିଅଭିଧାନ‌ରୁ

ଭୂପତି ପଣ୍ଡିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଜଣେ ଜନପ୍ରିୟ ପ୍ରାଚୀନ ଓଡ଼ିଆ କବି —Name of an Oriya Poet.

[ ଦ୍ର—ଏ ପଶ୍ଚିମାଞ୍ଚଳବାସୀ ସାରସ୍ୱତ ବ୍ରାହ୍ମଣ; ପୁରୀ ରାଜା ଦିବ୍ୟସିଂହ ଦେବଙ୍କ ରାଜାତ୍ୱକାଳରେ ସପ୍ତଦଶ ଶତାବ୍ଦୀର ଶେଷଭାଗକୁ ତୀର୍ଥାଟନରେ ଯାଇଁ ପୁରୀକୁ ଆସି ରାଜାଙ୍କ ଅନୁଗ୍ରହରେ ଖୋରଧା ରଥିପୁର ଗ୍ରାମରେ ବାସ କଲେ ଏ ବୈଷ୍ଣବଧର୍ମାବଲମ୍ୱୀ ଥିଲେ; ସେ ହିନ୍ଦି, ସଂସ୍କୃତ ଓ ବଙ୍ଗଳା ଭାଷା ଜାଣୁଥିଲେ; ପରେ ଓଡ଼ିଆ ଭାଷା ଶିଖି ତହିଁରେ ପ୍ରେମପଞ୍ଚାମୃତ ଗ୍ରନ୍ଥ ଓ ଭୁପତି ଚଉତିଶା ନାମକ କବିତା ପ୍ରଣୟନ କଲେ ]