ଭୃତ୍ୟାଧ୍ୟାପନା

ଉଇକିଅଭିଧାନ‌ରୁ

ଭୃତ୍ୟାଧ୍ୟାପନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍, ଭୃତ୍ୟ+ଅଧ୍ୟାପନ)[ସମ୍ପାଦନା]

ଦରମା ନେଇ ବେଦ ପଢ଼ାଇବା —Teaching of the Bedas in return for wages received. [ଦ୍ରଷ୍ଟବ୍ୟ —ଏହା ଶାସ୍ତ୍ରନୁସାରେ ନିନ୍ଦନୀୟ ]