Jump to content

ଭେକଟା

ଉଇକିଅଭିଧାନ‌ରୁ

ଭେକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେକଟ; ଭାକୁଟ)[ସମ୍ପାଦନା]

ଭାକୁଡ଼ ମାଛ ଜାତୀୟ ବଡ଼ ଲୁଣୀ ମାଛ —A big salt-


ଅନୁବାଦ[ସମ୍ପାଦନା]

water fish; Latis Calcarifer; Coius Vacti.

[ଦ୍ରଷ୍ଟବ୍ୟ —ଏମାନେ ସମୁଦ୍ରରେ ଥାଆନ୍ତି ଓ ନଈବଢ଼ି ସମୟରେ ନଈମୁହଁବାଟେ ମିଠା ପାଣିକୁ ଉଠି ଆସନ୍ତି; ଦୀର୍ଘରେ ୩ ୪: ହାତ ଲମ୍ୱ ହୁଅନ୍ତି ଭାକୁଡ଼ ମାଛଙ୍କ ଅପେକ୍ଷା ଏମାନଙ୍କ ମୁହଁ ଗୋଜିଆ ଓ ତଳ ଓଠ ବଡ଼; ପିଠି ଉପରର କଣ୍ଟା ଭାରୀ ଦାଢୁଆ [ ଉ—ଶଳ୍କାବୃତ ବପୁ ପ୍ରକଟେ ଭେକଟା ରାଧାନାଥ—ଚିକିକା ]



ଭେକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଭେକଟିଆ, ଭେକଟାଳ ଅନ୍ୟରୂପ

(ଭେକଟୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବିକଟ)[ସମ୍ପାଦନା]

୧. ବିକଟ —୧. Fierce.
୨. କଦାକାର —୨. Ugly.