ଭେଡ଼

ଉଇକିଅଭିଧାନ‌ରୁ

ଭେଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭେଡ଼ୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭୀ ଧାତୁ=ଭୟ କରିବା+କର୍ତ୍ତୃ. ଡ଼; ନିପାତନ)[ସମ୍ପାଦନା]

୧. ମେଣ୍ଢା —୧. Sheep (Apte).
୨. (+ ଅଧିକରଣ. ଡ) ଭେଳା —୨. A raft; a float (Apte).