Jump to content

ଭେଦୀ

ଉଇକିଅଭିଧାନ‌ରୁ

ଭେଦୀ

ଉଚ୍ଚାରଣ

[ସମ୍ପାଦନା]
(ଭେଦିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭିଦ୍ ଧାତୁ+ଇନ୍; ଭେଦିନ୍ ୧ମା. ୧ବ)

[ସମ୍ପାଦନା]

ଯାହା ଭେଦ କରେ; ବିଦାରକ —Piercing; penetrating.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା—ମର୍ମଭେଦୀ, ହୃଦୟଭେଦୀ, ଇଚ୍ଛାଭେଦୀ ଇତ୍ୟାଦି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝାଡ଼ା ଔଷଧ — A purgative; a cathartic.