Jump to content

ଭୋଖ

ଉଇକିଅଭିଧାନ‌ରୁ

ଭୋଖ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଭୁକ୍ଷା)

[ସମ୍ପାଦନା]

କ୍ଷୁଧା —Hunger.

(ଉ— ହେ ରାମକୃଷ୍ଣ କର ତ୍ରାହି, ଭୋକେ କମ୍ପଇ ଆମ୍ଭ ଦେହି—ଜଗନ୍ନାଥ. ଭାଗବତ)