ଭୋଟିଆ
ଦେଖଣା
ଭୋଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଭୋଟୀୟ)
[ସମ୍ପାଦନା]- ୧. ଭୋଟା (ଦେଖ) - — ୧. Bhoṭā (See).
- ୨. ଭୁଟାନ୍ ଦେଶୀୟ — ୨. Belonging to the country of Bhuṭān.
(ଯଥା—ଭୋଟିଆ ଟାଙ୍ଗଣ= ଘୋଡ଼ା)
ବିଶେଷ୍ୟ -
[ସମ୍ପାଦନା]- ୧. ଭୁଟାନ— ଦେଶବାସୀ ଜାତିବିଶେଷ —୧. People of the Bhuṭān country.
- ୨. ଏହି ଜାତିର କଥିତ ଭାଷା — ୨. The vernacular of the Bhutanese people.
[ଦ୍ରଷ୍ଟବ୍ୟ —ଏ ଭାଷା ତିବ୍ୱତ, ଭୁଟାନ, କାଶ୍ମୀର, ସିକିମ୍ ଓ ଦାର୍ଜିଲିଙ୍ଗରେ କଥିତ ହୁଏ ]